ପର୍ବ ଆଉ ଥରେ ଆସିବ, ଜୀବନ ନୁହେଁ: ବିଏମ୍‌ସି

ଭୁବନେଶ୍ୱର: ରଜ ପାଇଁ ଏବେ ରାଜଧାନୀ ବଜାର ସରଗରମ ହୋଇ ଉଠିଥିବାବେଳେ ଶାଢ଼ି, ପୋଷାକ ଦୋକାନରୁ ଆରମ୍ଭ କରି ଷ୍ଟେସନାରି ଦୋକାନରେ ଅସମ୍ଭାଳ ଭିଡ଼ ଜମୁଛି। ହେଲେ ଦୋକାନରେ ସାମାଜିକ ଦୂରତା ରହୁନି। ଲୋକମାନେ ସାମାଜିକ ଦୂରତା ବି ରକ୍ଷା କରୁନାହାନ୍ତି। ତେଣୁ ବିଏମ୍‌ସି ପକ୍ଷରୁ ଟୁଇଟର୍‌ ମାଧ୍ୟମରେ ପରାମର୍ଶ ଜାରି କରାଯାଇଛି। ଆଗକୁ ବିଏମ୍‌ସି ପକ୍ଷରୁ ଜରିମାନା ଆଦାୟ ଜୋରଦାର୍‌ ହେବାକୁ ଥିବାରୁ ବିଏମ୍‌ସି ପକ୍ଷରୁ ଏହା ଏକ … Continue reading ପର୍ବ ଆଉ ଥରେ ଆସିବ, ଜୀବନ ନୁହେଁ: ବିଏମ୍‌ସି